sahityare
Advertisment
ଗଣିତ, ବିଜ୍ଞାନରେ ଶହେ ମାର୍କ ଆସିବାଟା ସାଧାରଣ କଥା। ଏହାର ଅସଂଖ୍ୟ ନଜିର ମଧ୍ୟ ରହିଛି। ହେଲେ ଇଂରାଜୀ, ଓଡ଼ିଆରେ ଶହେରୁ ଶହେ ରଖିବା କେଉଁଠି ନା କେଉଁଠି ହଜମ ହେଉନି। ବର୍ଷେ ଦୁଇ ବର୍ଷ ପୂର୍ବରୁ ୧୧ -୧୨ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ୱର ରଖୁଥିଲେ। ହେଲେ ଏଥର ୫୭ ପ୍ରତିଶତ ପିଲା ୬୦ ପ୍ରତିଶତରୁ ଅଧିକ ନମ୍ୱର ରଖିଛନ୍ତି। ଏଥର ମାଟ୍ରିକ ପରୀକ୍ଷା ନେଇ ଆସିଛି ଏଭଳି କିଛି ଅଜବ ଫଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/sahityare.jpg)