ଫାଇନରୁ ବର୍ତ୍ତିବେ କେମିତି?

ଆସନ୍ତା ଅକ୍ଟୋବର ୧ ତାରିଖରୁ କଡ଼ାକଡ଼ି ହେବାକୁ ଯାଉଛି- ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏହି ହାଇ ସିକ୍ୟୁରିଟି ନମ୍ବର ନଥିଲେ  ଆପଣଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଫାଇନ୍ ଦେବା ପାଇଁ ପଡ଼ିପାରେ। ତେବେ କେମିତି ଏହି ଫାଇନରୁ ବର୍ତ୍ତି ପାରିବେ ନଜର ପକାନ୍ତୁ।