number plate
Advertisment
ଆସନ୍ତା ଅକ୍ଟୋବର ୧ ତାରିଖରୁ କଡ଼ାକଡ଼ି ହେବାକୁ ଯାଉଛି- ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏହି ହାଇ ସିକ୍ୟୁରିଟି ନମ୍ବର ନଥିଲେ ଆପଣଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଫାଇନ୍ ଦେବା ପାଇଁ ପଡ଼ିପାରେ। ତେବେ କେମିତି ଏହି ଫାଇନରୁ ବର୍ତ୍ତି ପାରିବେ ନଜର ପକାନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/number-plate.jpg)