Advertisment

କେମିତି ଚାଲିଛି ଗଣଶିକ୍ଷା ବିଭାଗ?

ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଗ୍ରେଡ୍ ପେ ଦେବା ନିମନ୍ତେ ବିଚାର କରାଯିବ ବୋଲି ୨୦୧୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଭାଗର ସଚିବ କି ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ନଥିବା କହିଛନ୍ତି। ମୁଖ୍ୟ ଶାସନ ସଚିବ ସୋମବାର ଜାଣିଲେ ବୋଲି କହିଥିବା ବେଳେ ତୁମେମାନେ କୁଶଳୀ ନୁହେଁ ବୋଲି ମଧ୍ୟ କହିଲେ।

କେମିତି ଚାଲିଛି ଗଣଶିକ୍ଷା ବିଭାଗ?

mass education

Advertisment

ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଗ୍ରେଡ୍ ପେ ଦେବା ନିମନ୍ତେ ବିଚାର କରାଯିବ ବୋଲି ୨୦୧୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଭାଗର ସଚିବ କି ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ନଥିବା କହିଛନ୍ତି। ମୁଖ୍ୟ ଶାସନ ସଚିବ ସୋମବାର ଜାଣିଲେ ବୋଲି କହିଥିବା ବେଳେ ତୁମେମାନେ କୁଶଳୀ ନୁହେଁ ବୋଲି ମଧ୍ୟ କହିଲେ।

Advertisment

Odisha Education Primary Teachers Mass Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe