Advertisment

୨୫ ବର୍ଷ ଚାକିରି ନକରି ବି ପ୍ରମୁଖ ସଚିବ!

ଇସ୍ତଫା ପୂର୍ବରୁ ସଚିବ ଥିଲେ। ଇସ୍ତଫା ପରେ ହୋଇଗଲେ ପ୍ରମୁଖ ସଚିବ। ଠିକା ପାଇଁ ବୋଧେ ବିଭାଗୀୟ ସଚିବରୁ ପ୍ରମୁଖ ସଚିବକୁ ମିଳିଲା ପଦୋନ୍ନତି! ବିବାଦରେ ଆଇଟି ବିଭାଗ ଠିକା ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି। ଦକ୍ଷତା ଅପେକ୍ଷା ଅନ୍ୟ କିଛି ପାଇଁ ନିଯୁକ୍ତି ପାଇଲେ କି ମନୋଜ ମିଶ୍ର?

author-image
Debendra Prusty
୨୫ ବର୍ଷ ଚାକିରି ନକରି ବି ପ୍ରମୁଖ ସଚିବ!

manoj mishra

ଇସ୍ତଫା ପୂର୍ବରୁ ସଚିବ ଥିଲେ। ଇସ୍ତଫା ପରେ ହୋଇଗଲେ ପ୍ରମୁଖ ସଚିବ। ଠିକା ପାଇଁ ବୋଧେ ବିଭାଗୀୟ ସଚିବରୁ ପ୍ରମୁଖ ସଚିବକୁ ମିଳିଲା ପଦୋନ୍ନତି! ବିବାଦରେ ଆଇଟି ବିଭାଗ ଠିକା ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି। ଦକ୍ଷତା ଅପେକ୍ଷା ଅନ୍ୟ କିଛି ପାଇଁ ନିଯୁକ୍ତି ପାଇଲେ କି ମନୋଜ ମିଶ୍ର?

Advertisment

Contractual Ias Odisha Govt Manoj Mishra Principal Secretary