manoj mishra
Advertisment
ଇସ୍ତଫା ପୂର୍ବରୁ ସଚିବ ଥିଲେ। ଇସ୍ତଫା ପରେ ହୋଇଗଲେ ପ୍ରମୁଖ ସଚିବ। ଠିକା ପାଇଁ ବୋଧେ ବିଭାଗୀୟ ସଚିବରୁ ପ୍ରମୁଖ ସଚିବକୁ ମିଳିଲା ପଦୋନ୍ନତି! ବିବାଦରେ ଆଇଟି ବିଭାଗ ଠିକା ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି। ଦକ୍ଷତା ଅପେକ୍ଷା ଅନ୍ୟ କିଛି ପାଇଁ ନିଯୁକ୍ତି ପାଇଲେ କି ମନୋଜ ମିଶ୍ର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/manoj-mishra.jpg)