/odisha-reporter/media/post_attachments/uploads/2022/12/vc-cm.jpg)
vc cm
ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ଅପରାଜିତା। କହିଲେ ଭିଡିଓ କନଫରେନସିଂ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ? ମୁଖ୍ୟମନ୍ତ୍ରୀ ଗାଁ ଗାଁ ଘର ଘର ବୁଲିବା ଦରକାର। ଅପରାଜିତାଙ୍କୁ କାଉଣ୍ଟର କଲେ ସମୀର, କହିଲେ, ଦେଖ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଛନ୍ତି। ସେପଟେ ମଞ୍ଚ ଉପରେ କମ, ଭିଡ଼ିଓରେ ଅଧିକ କହିଲେ ନବୀନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
