Advertisment

ବିର୍ସା ମୁଣ୍ଡା ଷ୍ଟାଡିୟମ କଂପ୍ଲେକ୍ସ ଖର୍ଚ୍ଚ କେତେ?

ଖୁସିର କଥା, ମାତ୍ର ୧୫ ମାସ ଭିତରେ ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣ ହୋଇପାରିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୬ ହଜାର ଦର୍ଶକ ବସିବା କ୍ଷମତା ଥିବା ବେଳେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୨୦ ହଜାର ଦର୍ଶକ ବସିବା କ୍ଷମତା ରହିଛି। ହେଲେ ଏହି ଷ୍ଟାଡିୟମ୍ ନିର୍ମାଣରେ ମୋଟ କେତେ ଟଙ୍କା ଖର୍ଚ୍ଚ ହେଲା ସେ ନେଇ ଭିନ୍ନ ଭିନ୍ନ କାହିଁକି ଦେଇନାହାନ୍ତି ରାଜ୍ୟ ସରକାର? କେଉଁ ହିସାବଟା ଠିକ?

birsa munda

Naveen Patnaik Birsa Munda Stadium Odisha Sports
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe