/odisha-reporter/media/post_attachments/uploads/2022/11/dhamnagar-1.jpg)
dhamnagar
ଧାମନଗରକୁ ନେଇ ଚାଲିଛି କାଉଣ୍ଟ ଡାଉନ। ବିଜୟକୁ ନେଇ ସଂଶୟରେ ସମସ୍ତ ନେତା। ବିଜେପି କହୁଛି ଆମେ ଜିତିବୁ। ବିଜେଡି କହୁଛି ଧାମନଗର ଆମର। ଫଳାଫଳକୁ ଚାହିଁ ବସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ତେବେ ତାଙ୍କର ଭୋଟସଂଖ୍ୟା ଉପରେ ନିର୍ଭର କରେ ଧାମନଗର ଫଳାଫଳ।
Advertisment
/odisha-reporter/media/post_attachments/uploads/2022/11/dhamnagar-1.jpg)
dhamnagar