Advertisment

କେତେ ଭୋଟ ପାଇଥିବେ ରାଜୁ?

ଧାମନଗରକୁ ନେଇ ଚାଲିଛି କାଉଣ୍ଟ ଡାଉନ। ବିଜୟକୁ ନେଇ ସଂଶୟରେ ସମସ୍ତ ନେତା। ବିଜେପି କହୁଛି ଆମେ ଜିତିବୁ। ବିଜେଡି କହୁଛି ଧାମନଗର ଆମର। ଫଳାଫଳକୁ ଚାହିଁ ବସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ତେବେ ତାଙ୍କର ଭୋଟସଂଖ୍ୟା ଉପରେ ନିର୍ଭର କରେ ଧାମନଗର ଫଳାଫଳ।

କେତେ ଭୋଟ ପାଇଥିବେ ରାଜୁ?

dhamnagar

Advertisment

ଧାମନଗରକୁ ନେଇ ଚାଲିଛି କାଉଣ୍ଟ ଡାଉନ। ବିଜୟକୁ ନେଇ ସଂଶୟରେ ସମସ୍ତ ନେତା। ବିଜେପି କହୁଛି ଆମେ ଜିତିବୁ। ବିଜେଡି କହୁଛି ଧାମନଗର ଆମର। ଫଳାଫଳକୁ ଚାହିଁ ବସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ତେବେ ତାଙ୍କର ଭୋଟସଂଖ୍ୟା ଉପରେ ନିର୍ଭର କରେ ଧାମନଗର ଫଳାଫଳ।

Advertisment

Naveen Patnaik Dhamnagar Byelection Raju Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe