Advertisment

କାମକୁ ନୁହନ୍ତି ଓଡ଼ିଆ ଷ୍ଟାର!

ନେତା ପୂର୍ବରୁ ଏମାନେ ଅଭିନେତା। ଓଡ଼ିଆ ସିନେମାକୁ ଭଲପାଉଥିବା ଲୋକ ଏମାନଙ୍କୁ ପସନ୍ଦ କରନ୍ତି। ଏମାନଙ୍କ କଥାକୁ ଗୁରୁଜ୍ଞାନ ଭାବନ୍ତି। ଏମାନଙ୍କ ବେଶଭୂଷାକୁ ଅନୁକରଣ କରନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନେତାଙ୍କୁ ନେତାରେ ପରିଣତ କରାଯାଏ ଆଉ ତାଙ୍କୁ ପ୍ରଚାର ମୈଦାନରେ ଓହ୍ଲାଯାଏ। କିନ୍ତୁ ଅଭିନେତାଙ୍କ ପ୍ରଚାରରେ ଆଉ ଭୋଟର ଆକୃଷ୍ଟ ହେଉଥିବା ଦେଖାଯାଉନି।

କାମକୁ ନୁହନ୍ତି ଓଡ଼ିଆ ଷ୍ଟାର!

odia star

Advertisment

ନେତା ପୂର୍ବରୁ ଏମାନେ ଅଭିନେତା। ଓଡ଼ିଆ ସିନେମାକୁ ଭଲପାଉଥିବା ଲୋକ ଏମାନଙ୍କୁ ପସନ୍ଦ କରନ୍ତି। ଏମାନଙ୍କ କଥାକୁ ଗୁରୁଜ୍ଞାନ ଭାବନ୍ତି। ଏମାନଙ୍କ ବେଶଭୂଷାକୁ ଅନୁକରଣ କରନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନେତାଙ୍କୁ ନେତାରେ ପରିଣତ କରାଯାଏ ଆଉ ତାଙ୍କୁ ପ୍ରଚାର ମୈଦାନରେ ଓହ୍ଲାଯାଏ। କିନ୍ତୁ ଅଭିନେତାଙ୍କ ପ୍ରଚାରରେ ଆଉ ଭୋଟର ଆକୃଷ୍ଟ ହେଉଥିବା ଦେଖାଯାଉନି।

Advertisment

Cine Star Politics Star Power Odia Cine Star
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe