Advertisment

ବଦଳିଗଲା `ଐତିହାସିକ’ କ୍ୟାବିନେଟ ନିଷ୍ପତ୍ତି!

ବଦଳିଯାଉଛି କ୍ୟାବିନେଟର ତଥାକଥିତ `ଐତିହାସିକ ନିଷ୍ପତ୍ତି`? ୮ ବର୍ଷ ତଳେ ବିନା ତର୍ଜମାରେ ନିଆଯାଇଥିଲା କି `କ୍ୟାବିନେଟ ନିଷ୍ପତ୍ତି’? ତାରା ଦତ୍ତ କମିଟି ରିପୋର୍ଟକୁ ପ୍ରାୟ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲା କ୍ୟାବିନେଟ। ଉଚ୍ଛେଦ କରିଦିଆଯାଇଥିଲା ୨୦ ବର୍ଷର ସମସ୍ତ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ। ୧୭୯୧ଟି ଇଚ୍ଛାଧୀନ ଆବଣ୍ଟନ ବାତିଲ ନିଷ୍ପତ୍ତିକୁ `ଐତିହାସିକ’ ବୋଲି କହିଥିଲେ ମନ୍ତ୍ରୀ। ଏବେ କେବଳ ଏକାଧିକ ପ୍ଲଟ/ଫ୍ଲାଟ ନେଇଥିବା ଲୋକଙ୍କୁ ଏଥିରୁ ଛାଡ଼ିଦିଆଗଲା।

ବଦଳିଗଲା `ଐତିହାସିକ’ କ୍ୟାବିନେଟ ନିଷ୍ପତ୍ତି!

cabinet

Advertisment

ବଦଳିଯାଉଛି କ୍ୟାବିନେଟର ତଥାକଥିତ `ଐତିହାସିକ ନିଷ୍ପତ୍ତି`? ୮ ବର୍ଷ ତଳେ ବିନା ତର୍ଜମାରେ ନିଆଯାଇଥିଲା କି `କ୍ୟାବିନେଟ ନିଷ୍ପତ୍ତି’? ତାରା ଦତ୍ତ କମିଟି ରିପୋର୍ଟକୁ ପ୍ରାୟ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲା କ୍ୟାବିନେଟ। ଉଚ୍ଛେଦ କରିଦିଆଯାଇଥିଲା ୨୦ ବର୍ଷର ସମସ୍ତ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ। ୧୭୯୧ଟି ଇଚ୍ଛାଧୀନ ଆବଣ୍ଟନ ବାତିଲ ନିଷ୍ପତ୍ତିକୁ `ଐତିହାସିକ’ ବୋଲି କହିଥିଲେ ମନ୍ତ୍ରୀ। ଏବେ କେବଳ ଏକାଧିକ ପ୍ଲଟ/ଫ୍ଲାଟ ନେଇଥିବା ଲୋକଙ୍କୁ ଏଥିରୁ ଛାଡ଼ିଦିଆଗଲା।

Advertisment

Dq Quota Naveen Patnaik Cabinet Odisha Land Scam Odisha Plot Allotment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe