ବଦଳିଗଲା `ଐତିହାସିକ’ କ୍ୟାବିନେଟ ନିଷ୍ପତ୍ତି!
ବଦଳିଯାଉଛି କ୍ୟାବିନେଟର ତଥାକଥିତ `ଐତିହାସିକ ନିଷ୍ପତ୍ତି`? ୮ ବର୍ଷ ତଳେ ବିନା ତର୍ଜମାରେ ନିଆଯାଇଥିଲା କି `କ୍ୟାବିନେଟ ନିଷ୍ପତ୍ତି’? ତାରା ଦତ୍ତ କମିଟି ରିପୋର୍ଟକୁ ପ୍ରାୟ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲା କ୍ୟାବିନେଟ। ଉଚ୍ଛେଦ କରିଦିଆଯାଇଥିଲା ୨୦ ବର୍ଷର ସମସ୍ତ ଇଚ୍ଛାଧୀନ ପ୍ଲଟ ଓ ଫ୍ଲାଟ୍ ଆବଣ୍ଟନ। ୧୭୯୧ଟି ଇଚ୍ଛାଧୀନ ଆବଣ୍ଟନ ବାତିଲ ନିଷ୍ପତ୍ତିକୁ `ଐତିହାସିକ’ ବୋଲି କହିଥିଲେ ମନ୍ତ୍ରୀ। ଏବେ କେବଳ ଏକାଧିକ ପ୍ଲଟ/ଫ୍ଲାଟ ନେଇଥିବା ଲୋକଙ୍କୁ ଏଥିରୁ ଛାଡ଼ିଦିଆଗଲା।

https://youtu.be/ytoasVHNMyc