Advertisment

ବିଜୁଳି କମ୍ପାନୀ ଏତେ ଶସ୍ତା?

ଶାଗମାଛ ମୂଲ୍ୟରେ ୪ ବିଜୁଳି କମ୍ପାନୀକୁ ଟାଟା ହାତକୁ ଟେକି ଦିଆଯାଇଛି? ୪ କମ୍ପାନୀର ୫୧% ଅଂଶଧନ ନିଲାମ ପରେ ହୋଇଛି ମାତ୍ର ୭୫୨ କୋଟି। ୪ଟି ବିତରଣ କମ୍ପାନୀର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୦ ହଜାର କୋଟି। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ଦେଇଛନ୍ତି ପ୍ରାୟ ୩୦ ହଜାର କୋଟି ଟଙ୍କା। `ଗ୍ରସ ଫିକ୍ସଡ ଆସେଟ୍’ ନୁହେଁ `ନେଟ ପେବଲ୍’ କୁ ନେଇ ହୋଇଛି ହିସାବ।

ବିଜୁଳି କମ୍ପାନୀ ଏତେ ଶସ୍ତା?

electry

Advertisment

ଶାଗମାଛ ମୂଲ୍ୟରେ ୪ ବିଜୁଳି କମ୍ପାନୀକୁ ଟାଟା ହାତକୁ ଟେକି ଦିଆଯାଇଛି? ୪ କମ୍ପାନୀର ୫୧% ଅଂଶଧନ ନିଲାମ ପରେ ହୋଇଛି ମାତ୍ର ୭୫୨ କୋଟି। ୪ଟି ବିତରଣ କମ୍ପାନୀର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୦ ହଜାର କୋଟି। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ଦେଇଛନ୍ତି ପ୍ରାୟ ୩୦ ହଜାର କୋଟି ଟଙ୍କା। `ଗ୍ରସ ଫିକ୍ସଡ ଆସେଟ୍’ ନୁହେଁ `ନେଟ ପେବଲ୍’ କୁ ନେଇ ହୋଇଛି ହିସାବ।

Advertisment

Tata Power Energy Scam Odisha Distcoms Oerc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe