ମୁଁ ସନ୍ତୋଷ ମାଝୀ। ମୁଁ ଗୋଟେ ହକି ଖେଳାଳି। ହେଲେ ମୋ ଭାଗ୍ୟରେ ଲେଖାଅଛି ଗୋଆରେ ଦାଦନ ଖଟିବା। ସୁନ୍ଦରଗଡ଼ ଜିଲ୍ଲାର ସଉନାମୁରା ଗାଁ ଗର୍ବ ଗୌରବର ଗାଁ ଖଣ୍ଡେ। ଏଇଠି ଜନ୍ମ ହୋଇଛନ୍ତି ବିଶିଷ୍ଟ ହକି ତାରକା ତଥା ଆମ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି। ତାଙ୍କ ଭାଗ୍ୟ ଉଜ୍ଜ୍ୱଳ। ତେଣୁ ସେ ଏବେ ହକି ଇଣ୍ଡିଆର ସଭାପତି ଅଛନ୍ତି। ହେଲେ ଏହି ଗାଁର ପ୍ରଶାନ୍ତ। ଘରର ଅବସ୍ଥା ଜମାରୁ ଭଲ ନାହିଁ। ଦେଖନ୍ତୁ କେମିତି ଦେଖାଉଛି ସାଇତି ରଖିଥିବା ପୁଳାପୁଳା ସାର୍ଟିଫିକେଟ୍ ଆଉ ମେଡାଲ। ହେଲେ ଏହା କଣ ଗରିବ ପେଟରେ ଦାନା ଦେଇପାରିବ।
https://youtu.be/ngh_BnxfbLE
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ
ଜଣେ ଯୁବତୀ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ।
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।