goa
Advertisment
ମୁଁ ସନ୍ତୋଷ ମାଝୀ। ମୁଁ ଗୋଟେ ହକି ଖେଳାଳି। ହେଲେ ମୋ ଭାଗ୍ୟରେ ଲେଖାଅଛି ଗୋଆରେ ଦାଦନ ଖଟିବା। ସୁନ୍ଦରଗଡ଼ ଜିଲ୍ଲାର ସଉନାମୁରା ଗାଁ ଗର୍ବ ଗୌରବର ଗାଁ ଖଣ୍ଡେ। ଏଇଠି ଜନ୍ମ ହୋଇଛନ୍ତି ବିଶିଷ୍ଟ ହକି ତାରକା ତଥା ଆମ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି। ତାଙ୍କ ଭାଗ୍ୟ ଉଜ୍ଜ୍ୱଳ। ତେଣୁ ସେ ଏବେ ହକି ଇଣ୍ଡିଆର ସଭାପତି ଅଛନ୍ତି। ହେଲେ ଏହି ଗାଁର ପ୍ରଶାନ୍ତ। ଘରର ଅବସ୍ଥା ଜମାରୁ ଭଲ ନାହିଁ। ଦେଖନ୍ତୁ କେମିତି ଦେଖାଉଛି ସାଇତି ରଖିଥିବା ପୁଳାପୁଳା ସାର୍ଟିଫିକେଟ୍ ଆଉ ମେଡାଲ। ହେଲେ ଏହା କଣ ଗରିବ ପେଟରେ ଦାନା ଦେଇପାରିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/goa.jpg)