/odisha-reporter/media/post_attachments/uploads/2022/12/crorepati-si.jpg)
crorepati si
୩୦ ବର୍ଷର ପୁଲିସ ଚାକିରୀ। କନଷ୍ଟେବଳରୁ ଆରମ୍ଭ ହୋଇଥିଲା କ୍ୟାରିୟର। ଏହାରି ଭିତରେ ବାବୁ ଅମାପ ସମ୍ପତ୍ତି ଠୁଳ କରି ସମସ୍ତଙ୍କ ନଜରକୁ ଆସିଥିଲେ। ତମାଣ୍ଡୋ ଥାନାରେ ଏସଆଇ ଭାବରେ କାର୍ଯ୍ୟ କରୁଥିବା ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ପଶି ଖୋଳତାଡ଼ କରୁଛି।
Advertisment
/odisha-reporter/media/post_attachments/uploads/2022/12/crorepati-si.jpg)
crorepati si