Advertisment

କେତେ ଧନୀ ଆମ ପ୍ରଧାନମନ୍ତ୍ରୀ?

ପ୍ରଧାନମନ୍ତ୍ରୀଙ୍କ ହାତରେ ନଗଦ ଅଛି ମାତ୍ର ୩୫ ହଜାର ୨୫୦ ଟଙ୍କା। ନରେନ୍ଦ୍ର ମୋଦିଙ୍କ ବ୍ୟାଙ୍କ୍ ଖାତାରେ ଅଛି ମାତ୍ର ୪୬ ହଜାର ୫୫୫ ଟଙ୍କା। ଗାନ୍ଧୀ ନଗରରେ ଥିବା ଏକମାତ୍ର ଘରକୁ ଦାନ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୧-୨୨ରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ବଢ଼ିଛି ୨୬ ଲକ୍ଷ ୧୩ ହଜାର। ନରେନ୍ଦ୍ର ମୋଦିଙ୍କର ସ୍ଥାବର ସମ୍ପତି କିଛି ନଥିବା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।

author-image
Debendra Prusty
କେତେ ଧନୀ ଆମ ପ୍ରଧାନମନ୍ତ୍ରୀ?

modi

ପ୍ରଧାନମନ୍ତ୍ରୀଙ୍କ ହାତରେ ନଗଦ ଅଛି ମାତ୍ର ୩୫ ହଜାର ୨୫୦ ଟଙ୍କା। ନରେନ୍ଦ୍ର ମୋଦିଙ୍କ ବ୍ୟାଙ୍କ୍ ଖାତାରେ ଅଛି ମାତ୍ର ୪୬ ହଜାର ୫୫୫ ଟଙ୍କା। ଗାନ୍ଧୀ ନଗରରେ ଥିବା ଏକମାତ୍ର ଘରକୁ ଦାନ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୧-୨୨ରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ବଢ଼ିଛି ୨୬ ଲକ୍ଷ ୧୩ ହଜାର। ନରେନ୍ଦ୍ର ମୋଦିଙ୍କର ସ୍ଥାବର ସମ୍ପତି କିଛି ନଥିବା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

Narendra Modi Modi Proporty Prime Minister Of India