ପ୍ରଧାନମନ୍ତ୍ରୀଙ୍କ ହାତରେ ନଗଦ ଅଛି ମାତ୍ର ୩୫ ହଜାର ୨୫୦ ଟଙ୍କା। ନରେନ୍ଦ୍ର ମୋଦିଙ୍କ ବ୍ୟାଙ୍କ୍ ଖାତାରେ ଅଛି ମାତ୍ର ୪୬ ହଜାର ୫୫୫ ଟଙ୍କା। ଗାନ୍ଧୀ ନଗରରେ ଥିବା ଏକମାତ୍ର ଘରକୁ ଦାନ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୧-୨୨ରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ବଢ଼ିଛି ୨୬ ଲକ୍ଷ ୧୩ ହଜାର। ନରେନ୍ଦ୍ର ମୋଦିଙ୍କର ସ୍ଥାବର ସମ୍ପତି କିଛି ନଥିବା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।
https://youtu.be/-NURxoP03wc