Advertisment

ଗାଁ ଲୋକଙ୍କୁ ସରକାର ଦେଉଛନ୍ତି ବିଷାକ୍ତ ପାଣି!

ସହର ଅପେକ୍ଷା ଗାଁରେ ଅଧିକ ଦୂଷିତ ପାଣି ପିଉଛନ୍ତି ଲୋକେ। ଗାଁରୁ ପ୍ରାୟ ଅଢ଼େଇ ମାସରେ ମିଳିଛି ୧୨୮୧ ଦୂଷିତ ନମୁନା। ସହରାଞ୍ଚଳରେ ମାତ୍ର ୨୦% ପରୀକ୍ଷାଗାର ଥିବାରୁ ଭର୍ସନା କରିଥିଲା ସିଏଜି।

author-image
Debendra Prusty
ଗାଁ ଲୋକଙ୍କୁ ସରକାର ଦେଉଛନ୍ତି ବିଷାକ୍ତ ପାଣି!

pipe water

ସହର ଅପେକ୍ଷା ଗାଁରେ ଅଧିକ ଦୂଷିତ ପାଣି ପିଉଛନ୍ତି ଲୋକେ। ଗାଁରୁ ପ୍ରାୟ ଅଢ଼େଇ ମାସରେ ମିଳିଛି ୧୨୮୧ ଦୂଷିତ ନମୁନା। ସହରାଞ୍ଚଳରେ ମାତ୍ର ୨୦% ପରୀକ୍ଷାଗାର ଥିବାରୁ ଭର୍ସନା କରିଥିଲା ସିଏଜି।

Advertisment

Contaminated Water Pipe Water Village Water