Advertisment

ଚାଷୀକୁ ଲଣ୍ଠନ ଧରେଇଦେଲେ କି ସରକାର?

ବିହନ କିଣିବା ବେଳେ ସରକାର ଗୋଟିଏ ବସ୍ତାରେ ତିନି କିସମର ବିହନ ଦେଇଛନ୍ତି। ସେଥିରୁ କିଭଳି ଗୋଟିଏ କିସମର ଧାନ ବାହାରିବ? ଜିରାରୁ ଶିରା କାଢ଼ି କେମିତି ଚାଷୀଙ୍କୁ ଲୁଟିବେ ସେଇ ପ୍ରସ୍ତୁତିରେ ସମସ୍ତେ। ମଣ୍ଡି ଖୋଲିବା ପରେ ବେଶ ଖୁସିରେ ଅମଳ କରିଥିବା ଧାନକୁ ବିକ୍ରି କରିବାକୁ ପହଞ୍ଚିଥିଲେ ଚାଷୀ। ହେଲେ ନିୟମ ପାଠ ପଢ଼ାଇ କିଭଳି ଧାନରୁ ଗୋଟି ଗୋଟି କରି କିସମ ଅଲଗା କରୁଛନ୍ତି ଅଧିକାରୀ ତାହା ଦେଖି ନିଅନ୍ତୁ।

author-image
Debendra Prusty
ଚାଷୀକୁ ଲଣ୍ଠନ ଧରେଇଦେଲେ କି ସରକାର?

chasi

ବିହନ କିଣିବା ବେଳେ ସରକାର ଗୋଟିଏ ବସ୍ତାରେ ତିନି କିସମର ବିହନ ଦେଇଛନ୍ତି। ସେଥିରୁ କିଭଳି ଗୋଟିଏ କିସମର ଧାନ ବାହାରିବ? ଜିରାରୁ ଶିରା କାଢ଼ି କେମିତି ଚାଷୀଙ୍କୁ ଲୁଟିବେ ସେଇ ପ୍ରସ୍ତୁତିରେ ସମସ୍ତେ। ମଣ୍ଡି ଖୋଲିବା ପରେ ବେଶ ଖୁସିରେ ଅମଳ କରିଥିବା ଧାନକୁ ବିକ୍ରି କରିବାକୁ ପହଞ୍ଚିଥିଲେ ଚାଷୀ। ହେଲେ ନିୟମ ପାଠ ପଢ଼ାଇ କିଭଳି ଧାନରୁ ଗୋଟି ଗୋଟି କରି କିସମ ଅଲଗା କରୁଛନ୍ତି ଅଧିକାରୀ ତାହା ଦେଖି ନିଅନ୍ତୁ।

Advertisment

Farmers Mandi Msp