Advertisment

ଚାଷୀକୁ ଲଣ୍ଠନ ଧରେଇଦେଲେ କି ସରକାର?

ବିହନ କିଣିବା ବେଳେ ସରକାର ଗୋଟିଏ ବସ୍ତାରେ ତିନି କିସମର ବିହନ ଦେଇଛନ୍ତି। ସେଥିରୁ କିଭଳି ଗୋଟିଏ କିସମର ଧାନ ବାହାରିବ? ଜିରାରୁ ଶିରା କାଢ଼ି କେମିତି ଚାଷୀଙ୍କୁ ଲୁଟିବେ ସେଇ ପ୍ରସ୍ତୁତିରେ ସମସ୍ତେ। ମଣ୍ଡି ଖୋଲିବା ପରେ ବେଶ ଖୁସିରେ ଅମଳ କରିଥିବା ଧାନକୁ ବିକ୍ରି କରିବାକୁ ପହଞ୍ଚିଥିଲେ ଚାଷୀ। ହେଲେ ନିୟମ ପାଠ ପଢ଼ାଇ କିଭଳି ଧାନରୁ ଗୋଟି ଗୋଟି କରି କିସମ ଅଲଗା କରୁଛନ୍ତି ଅଧିକାରୀ ତାହା ଦେଖି ନିଅନ୍ତୁ।

ଚାଷୀକୁ ଲଣ୍ଠନ ଧରେଇଦେଲେ କି ସରକାର?

chasi

Advertisment

ବିହନ କିଣିବା ବେଳେ ସରକାର ଗୋଟିଏ ବସ୍ତାରେ ତିନି କିସମର ବିହନ ଦେଇଛନ୍ତି। ସେଥିରୁ କିଭଳି ଗୋଟିଏ କିସମର ଧାନ ବାହାରିବ? ଜିରାରୁ ଶିରା କାଢ଼ି କେମିତି ଚାଷୀଙ୍କୁ ଲୁଟିବେ ସେଇ ପ୍ରସ୍ତୁତିରେ ସମସ୍ତେ। ମଣ୍ଡି ଖୋଲିବା ପରେ ବେଶ ଖୁସିରେ ଅମଳ କରିଥିବା ଧାନକୁ ବିକ୍ରି କରିବାକୁ ପହଞ୍ଚିଥିଲେ ଚାଷୀ। ହେଲେ ନିୟମ ପାଠ ପଢ଼ାଇ କିଭଳି ଧାନରୁ ଗୋଟି ଗୋଟି କରି କିସମ ଅଲଗା କରୁଛନ୍ତି ଅଧିକାରୀ ତାହା ଦେଖି ନିଅନ୍ତୁ।

Advertisment

Mandi Farmers Msp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe