Advertisment

୧୦ ବର୍ଷ ତଳର ସମ୍ୱଲପୁର, ଭୁବନେଶ୍ୱର, କଟକ

ସେଦିନର ସହର ଆଜି ପୁରୁଣା ଲାଗୁଛି। ସେଦିନ ନୂଆ ଲାଗୁଥିଲା। ବଡ଼ ବଡ଼ ଗାଡ଼ିର ସଂଖ୍ୟା କମ୍ ଥିଲା। ତଥାପି ସହର, ସହର ଭଳି ଲାଗୁଥିଲା। ଆଜି ଯାହା ଅତୀତ, କାଲି ବର୍ତ୍ତମାନ ଥିଲା। କାଲିର କୁନି ପୁଅ ଆଜି କଲେଜ ଯାଉଥିବ। ଏହି କିଛି ବର୍ଷ ଭିତରେ ଅନେକ ଲୋକ ଯାଇସାରିଥିବେ। ଏଠି ରହୁଥିବା ଲୋକଙ୍କ ବୟସ ବଢ଼ିଥିବ। କିନ୍ତୁ ସହର ନୂଆ ନୂଆ ଲାଗୁଛି, ଆଜି ବି ଯୌବନରେ ଅଛି। କେତେ ବଦଳିଛି ଆପଣଙ୍କ […]

୧୦ ବର୍ଷ ତଳର ସମ୍ୱଲପୁର, ଭୁବନେଶ୍ୱର, କଟକ

old city

Advertisment

ସେଦିନର ସହର ଆଜି ପୁରୁଣା ଲାଗୁଛି। ସେଦିନ ନୂଆ ଲାଗୁଥିଲା। ବଡ଼ ବଡ଼ ଗାଡ଼ିର ସଂଖ୍ୟା କମ୍ ଥିଲା। ତଥାପି ସହର, ସହର ଭଳି ଲାଗୁଥିଲା। ଆଜି ଯାହା ଅତୀତ, କାଲି ବର୍ତ୍ତମାନ ଥିଲା। କାଲିର କୁନି ପୁଅ ଆଜି କଲେଜ ଯାଉଥିବ। ଏହି କିଛି ବର୍ଷ ଭିତରେ ଅନେକ ଲୋକ ଯାଇସାରିଥିବେ। ଏଠି ରହୁଥିବା ଲୋକଙ୍କ ବୟସ ବଢ଼ିଥିବ। କିନ୍ତୁ ସହର ନୂଆ ନୂଆ ଲାଗୁଛି, ଆଜି ବି ଯୌବନରେ ଅଛି। କେତେ ବଦଳିଛି ଆପଣଙ୍କ ସହର ଦେଖନ୍ତୁ ଭିଡିଓ।

Advertisment

Cuttack Bhubaneswar Odisha Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe