/odisha-reporter/media/post_attachments/uploads/2022/03/for-page.jpg)
for page
ବିବାହ ପରର ପ୍ରଥମ ଜାଗର। ସେଥିପାଇଁ ମହାଶିବରାତ୍ରିରେ ସକାଳୁ ସକାଳୁ ଉଠି ସ୍ୱାମୀ ସ୍ତ୍ରୀ ବାହାରି ପଡ଼ିଥିଲେ ମହାବିନାୟକ ମନ୍ଦିର ଦର୍ଶନ କରିବାକୁ। ହେଲେ ଟ୍ରକ୍ ରୂପରେ ଜାତୀୟ ରାଜପଥ ଉପରେ ପଛପଟୁ ମାଡି ଆସିଥିଲା ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଜାରକା ନିକଟସ୍ଥ ଭାଲୁଖାଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ଟ୍ରକ୍ ପଛ ପଟୁ ଧକ୍କା ଦେବାରୁ ଯାଜ୍ଞସନୀ ପଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ନିରୋଦ ପଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
