Advertisment

ଟଙ୍କା ଗଣି ଗଣି ହାଲିଆ

ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ଡି। ହୁଣ୍ତି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା,୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରାଯାଇଛି। ରାୟଗଡା ସହର ମା ମଝିଘରିଆଣୀଙ୍କ ମନ୍ଦିରରୁ ପ୍ରଶାସନର ଉପସ୍ଥିତିରେ ହୁଣ୍ତି ଖୋଲାଯାଇଥିଲା।

author-image
Debendra Prusty
ଟଙ୍କା ଗଣି ଗଣି ହାଲିଆ

majhighariani

ଖୋଲିଲା ମା ମଝିଘରିଆଣୀ ମନ୍ଦିର ହୁଣ୍ଡି। ହୁଣ୍ତି ଖୋଲିବା ପରେ ସେଥିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା,୧୦୪ ଗ୍ରାମ ସୁନା ଓ ୨କିଲୋ ୬୭୯ ଗ୍ରାମ ରୂପା ସଂଗ୍ରହ କରାଯାଇଛି। ରାୟଗଡା ସହର ମା ମଝିଘରିଆଣୀଙ୍କ ମନ୍ଦିରରୁ ପ୍ରଶାସନର ଉପସ୍ଥିତିରେ ହୁଣ୍ତି ଖୋଲାଯାଇଥିଲା।

Advertisment

Donation Box Maa Majhighariani Raygada