Advertisment

ଗାଁ ଗାଁରେ ଚିକେନ୍ ମାଡ଼, କିଲୋ ହେଲାଣି ୫୦୦!

ସାରା ରାଜ୍ୟର ଫୋକସ ଏବେ ପଦ୍ମପୁରରେ। ପଦ୍ମପୁର ନିର୍ବାଚନ ମଣ୍ଡଳିରେ ସବୁ ଦଳର ନେତାଙ୍କ ଭିଡ଼। ସେପଟେ ଗାଁ ଗାଁରେ ବର୍ତ୍ତମାନ ଅମିଷ ଭୋଜି ଜୋର ଚାଲିଛି। ଭାତ ସାଙ୍ଗକୁ ଚିକେନ ମଟନ ମାଡ଼ ହେଉଛି। କିଛି ସ୍ଥାନରେ ମଦ ବି ବଣ୍ଟାଯାଉଥିବା ଅଭିଯୋଗ ହେଉଛି। ଏଥିପାଇଁ ବର୍ତ୍ତମାନ ବଜାରର ଚିକେନ୍ ଦର ଢେର ବଢ଼ିଯାଇଛି।

author-image
Debendra Prusty
ଗାଁ ଗାଁରେ ଚିକେନ୍ ମାଡ଼, କିଲୋ ହେଲାଣି ୫୦୦!

chicken

ସାରା ରାଜ୍ୟର ଫୋକସ ଏବେ ପଦ୍ମପୁରରେ। ପଦ୍ମପୁର ନିର୍ବାଚନ ମଣ୍ଡଳିରେ ସବୁ ଦଳର ନେତାଙ୍କ ଭିଡ଼। ସେପଟେ ଗାଁ ଗାଁରେ ବର୍ତ୍ତମାନ ଅମିଷ ଭୋଜି ଜୋର ଚାଲିଛି। ଭାତ ସାଙ୍ଗକୁ ଚିକେନ ମଟନ ମାଡ଼ ହେଉଛି। କିଛି ସ୍ଥାନରେ ମଦ ବି ବଣ୍ଟାଯାଉଥିବା ଅଭିଯୋଗ ହେଉଛି। ଏଥିପାଇଁ ବର୍ତ୍ତମାନ ବଜାରର ଚିକେନ୍ ଦର ଢେର ବଢ଼ିଯାଇଛି।

Advertisment

Padmapur Chicken Campaign With Chicken