loda aloda
Advertisment
ରାଜ୍ୟ ଶାସନରେ ଦିନକୁ ଦିନ କିଛି ଅମଲା ଅତି ପ୍ରଭାବଶାଳୀ ହେଉଥିବା ବେଳେ ଆଉ କିଛି ଅମଲାଙ୍କୁ ହତାଦର କରାଯାଉଥିବା ଚର୍ଚ୍ଚା ହେଉଛି। ଯୋଗ୍ୟତା ଥିଲେ ମଧ୍ୟ କିଛି ଅଫିସରଙ୍କୁ ଭଲ ପଦପଦବୀ ମିଳୁନି। ଏପିରକି କିଛି ଅଫିସରଙ୍କୁ ମେଞ୍ଚେ ବିଭାଗ ମିଳିଥିବା ବେଳେ ଆଉ କିଛି ଅଫିସରଙ୍କୁ ମିଳିଛି କେଞ୍ଚେ ବିଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/loda-aloda.jpg)