Advertisment

ବାବୁଙ୍କ ପାଖରେ ମାଳ ମାଳ କୋଠା ଓ ଜମି

ଯିଏ ଅନ୍ୟକୁ ଜିଏସଟି ଜାଲରେ ଛନ୍ଦୁଥିଲେ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବାନ୍ଧୁଥିଲେ, ଖୋଦ ସେ ଅଧିକାରୀ ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଜିଏସଟିର ଜଣେ କୁବେର ଅଧିକାରୀଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ପଶିଥିବା ବେଳେ ତାଙ୍କର ଅମାପ ସମ୍ପତ୍ତି ଠାବ କରିଛି। ପୀୟୂଷ ପାଣିଙ୍କ ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା। ବ୍ୟାସନଗର ଘରେ ଚଢାଉରେ ଜଣେ ଡିଏସପି ଓ ୩ […]

author-image
Debendra Prusty
ବାବୁଙ୍କ ପାଖରେ ମାଳ ମାଳ କୋଠା ଓ ଜମି

babu vigilance

ଯିଏ ଅନ୍ୟକୁ ଜିଏସଟି ଜାଲରେ ଛନ୍ଦୁଥିଲେ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବାନ୍ଧୁଥିଲେ, ଖୋଦ ସେ ଅଧିକାରୀ ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଜିଏସଟିର ଜଣେ କୁବେର ଅଧିକାରୀଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ପଶିଥିବା ବେଳେ ତାଙ୍କର ଅମାପ ସମ୍ପତ୍ତି ଠାବ କରିଛି। ପୀୟୂଷ ପାଣିଙ୍କ ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା। ବ୍ୟାସନଗର ଘରେ ଚଢାଉରେ ଜଣେ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ।

Advertisment

Odisha Vigilance Gst Commissioner Piyush Pani