Advertisment

‘ମୋର କେହି କିଛି କରିପାରିବେନି’

ମାଡ ମାରିବାକି ହତ୍ୟା କରିବା ଘଟଣାରେ ପ୍ରମାଣ ଆଣ ଆଉ ମୋତେ ଗିରଫ କର । ଖାଲି କହିଦେଲେ କଣ ହେବ?। ମୁଁ କିଛି କରେନି , ମୋର ପିଲା ମାନେ ମୋତେ ଗୁରୁଜୀ ବୋଲି ଡାକନ୍ତି। ମାନବ ବାଦ ସଂ ଗଠନ କେବଳ ଓଡିଶାରେ ନୁହେଁ , ଆସାମରେ ବି ଚାଲିଛି । ସାମ୍ବାଦିକଙ୍କୁ ମାନବବାଦର ଅର୍ଥ ବି ବୁଝାଉଛି । ରାଜନୀତି ନେତା ମାନେ କିଏ କଣ ଡାକିଲା କି କିଏ ମୁଣ୍ଡିଆ ମାରିଲା […]

author-image
Manasi Mohapatra
ଅଦ୍ୟତନ ହୋଇଛି
‘ମୋର କେହି କିଛି କରିପାରିବେନି’

maxresdefault (3) (1)

ମାଡ ମାରିବାକି ହତ୍ୟା କରିବା ଘଟଣାରେ ପ୍ରମାଣ ଆଣ ଆଉ ମୋତେ ଗିରଫ କର । ଖାଲି କହିଦେଲେ କଣ ହେବ?। ମୁଁ କିଛି କରେନି , ମୋର ପିଲା ମାନେ ମୋତେ ଗୁରୁଜୀ ବୋଲି ଡାକନ୍ତି। ମାନବ ବାଦ ସଂ ଗଠନ କେବଳ ଓଡିଶାରେ ନୁହେଁ , ଆସାମରେ ବି ଚାଲିଛି । ସାମ୍ବାଦିକଙ୍କୁ ମାନବବାଦର ଅର୍ଥ ବି ବୁଝାଉଛି । ରାଜନୀତି ନେତା ମାନେ କିଏ କଣ ଡାକିଲା କି କିଏ ମୁଣ୍ଡିଆ ମାରିଲା ତାଙ୍କୁ ପଚାରନ୍ତୁ ।

Advertisment

Odisha Reporter Khorda