ଅଦ୍ୟତନ ହୋଇଛି
maxresdefault (3) (1)
Advertisment
ମାଡ ମାରିବାକି ହତ୍ୟା କରିବା ଘଟଣାରେ ପ୍ରମାଣ ଆଣ ଆଉ ମୋତେ ଗିରଫ କର । ଖାଲି କହିଦେଲେ କଣ ହେବ?। ମୁଁ କିଛି କରେନି , ମୋର ପିଲା ମାନେ ମୋତେ ଗୁରୁଜୀ ବୋଲି ଡାକନ୍ତି। ମାନବ ବାଦ ସଂ ଗଠନ କେବଳ ଓଡିଶାରେ ନୁହେଁ , ଆସାମରେ ବି ଚାଲିଛି । ସାମ୍ବାଦିକଙ୍କୁ ମାନବବାଦର ଅର୍ଥ ବି ବୁଝାଉଛି । ରାଜନୀତି ନେତା ମାନେ କିଏ କଣ ଡାକିଲା କି କିଏ ମୁଣ୍ଡିଆ ମାରିଲା ତାଙ୍କୁ ପଚାରନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/maxresdefault-3-1.jpg)