Advertisment

ଗଛ କାଟିଲେ ସୁନ୍ଦର ହେବ ଧଉଳି!

ଧଉଳିରେ ଗଛ ବଳି। ପ୍ରତିଦିନ କଟା ଚାଲିଛି ଶତାଧିକ ଗଛ। ଧଉଳି ସୁନ୍ଦର ଦେଖାଯିବ ବୋଲି ଓ.ଏଫ.ଡି.ସି କାଟିଚାଲିଛି ଗଛ। ଧଉଳି ପାଚେରୀକୁ ଲାଗି ରହିଥିବା ଅନେକ ଗୁଡ଼ାଏ ଗଛକୁ ମୂଳରୁ କଟାଯାଇଛି। ଏପରିକି ୭୦-୮୦ ବର୍ଷ ପୁରଣା ଗଛ ମଧ୍ୟ କାଟି ମାଟିରେ ଲୋଟାଇ ଦିଆଯାଛି। ତେବେ ପ୍ରଶାସନର ଯୁକ୍ତି ହେଲା ଗଛ ଗୁଡ଼ିକ ଧଉଳିର ସୌନ୍ଦର୍ଯ୍ୟକୁ ଘୋଡ଼ାଇ ଦେଉଥିଲା। ଏବେ ଧଉଳି ବହୁ ଦୂରରୁ ଦେଖାଯିବ।

author-image
Debendra Prusty
ଗଛ କାଟିଲେ ସୁନ୍ଦର ହେବ ଧଉଳି!

dhauli

ଧଉଳିରେ ଗଛ ବଳି। ପ୍ରତିଦିନ କଟା ଚାଲିଛି ଶତାଧିକ ଗଛ। ଧଉଳି ସୁନ୍ଦର ଦେଖାଯିବ ବୋଲି ଓ.ଏଫ.ଡି.ସି କାଟିଚାଲିଛି ଗଛ। ଧଉଳି ପାଚେରୀକୁ ଲାଗି ରହିଥିବା ଅନେକ ଗୁଡ଼ାଏ ଗଛକୁ ମୂଳରୁ କଟାଯାଇଛି। ଏପରିକି ୭୦-୮୦ ବର୍ଷ ପୁରଣା ଗଛ ମଧ୍ୟ କାଟି ମାଟିରେ ଲୋଟାଇ ଦିଆଯାଛି। ତେବେ ପ୍ରଶାସନର ଯୁକ୍ତି ହେଲା ଗଛ ଗୁଡ଼ିକ ଧଉଳିର ସୌନ୍ଦର୍ଯ୍ୟକୁ ଘୋଡ଼ାଇ ଦେଉଥିଲା। ଏବେ ଧଉଳି ବହୁ ଦୂରରୁ ଦେଖାଯିବ।

Advertisment

Dhauli Ofdc Tree Felling