ଧଉଳିରେ ଗଛ ବଳି। ପ୍ରତିଦିନ କଟା ଚାଲିଛି ଶତାଧିକ ଗଛ। ଧଉଳି ସୁନ୍ଦର ଦେଖାଯିବ ବୋଲି ଓ.ଏଫ.ଡି.ସି କାଟିଚାଲିଛି ଗଛ। ଧଉଳି ପାଚେରୀକୁ ଲାଗି ରହିଥିବା ଅନେକ ଗୁଡ଼ାଏ ଗଛକୁ ମୂଳରୁ କଟାଯାଇଛି। ଏପରିକି ୭୦-୮୦ ବର୍ଷ ପୁରଣା ଗଛ ମଧ୍ୟ କାଟି ମାଟିରେ ଲୋଟାଇ ଦିଆଯାଛି। ତେବେ ପ୍ରଶାସନର ଯୁକ୍ତି ହେଲା ଗଛ ଗୁଡ଼ିକ ଧଉଳିର ସୌନ୍ଦର୍ଯ୍ୟକୁ ଘୋଡ଼ାଇ ଦେଉଥିଲା। ଏବେ ଧଉଳି ବହୁ ଦୂରରୁ ଦେଖାଯିବ।
https://youtu.be/HtC2fZR15so