Advertisment

ବଞ୍ଚି ଥାଉ ଥାଉ ସ୍ତ୍ରୀର ଶୁଦ୍ଧିକ୍ରିୟା କଲେ ସ୍ୱାମୀ

କୌଣସି କାଳ୍ପନିକ କାହାଣୀ ନୁହେଁ। ଏହା ହେଉଛି ବଲାଙ୍ଗୀର ଉପକଣ୍ଠ କୁରୁଳ ଗାଁର ଘଟଣା। ବନ୍ଧୁପତ୍ନୀକୁ ନେଇ ଫେରାର ମାରିଲେ ବନ୍ଧୁ। ମାମଲା ପହଞ୍ଚିଛି ଥାନାରେ। ହେଲେ ବନ୍ଧୁ ସହିତ ପତ୍ନୀ ଫେରାର ମାରିଲା ପରେ ଜୀବିତ ପତ୍ନୀଙ୍କ ଶୁଦ୍ଧିକ୍ରୀୟା କଲେ ସ୍ୱାମୀ।

eloped wife

Wife Eloped Last Rites Extra Marital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe