/odisha-reporter/media/post_attachments/uploads/2022/09/husband-dead.jpg)
husband dead
ସ୍ତ୍ରୀର ଦେହ ଭଲ ନଥିବାରୁ ଡାକ୍ତର ଦେଖାଇବା ପାଇଁ କଟକ ନେଇ ଯାଉଥିଲା ସ୍ୱାମୀ। ସ୍ତ୍ରୀକୁ ଭଲ କରି ଘରକୁ ଆଣିବ ବୋଲି ମନରେ ଆଶା ବାନ୍ଧିଥିଲା। ହେଲେ ସ୍ୱାମୀର ସବୁ ଆଶା ଚୁରମାର ହୋଇଗଲା। ହେଲେ ଡାକ୍ତରଖାନା ଯିବା ବାଟରେ ଜଗି ରହିଥିଲା ମୃତ୍ୟୁ। କଟକ ଗଲାବେଳେ ଯାଜପୁର ନିକଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଲକ୍ଷ୍ମୀନଗର ଛକ ନିକଟରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
