ସ୍ୱାମୀ ବିଜେଡିରେ, ସ୍ତ୍ରୀ ଡିଲ୍‌ରେ

ଅର୍ଚ୍ଚନାଙ୍କୁ ବଳ ଦେଉଥିଲା କି ବିଜେଡି ଲିଙ୍କ? ସ୍ୱାମୀ ବିଜେଡିର ସଦସ୍ୟ ଥିବା ଯୋଗୁଁ ମିଳୁଥିଲା କି ସୁରକ୍ଷା? ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ବିଜେଡିର ନେତା ମନ୍ତ୍ରୀ। ଏପରିକି ଅର୍ଚ୍ଚନା କିଛି ବିଜେଡି ନେତାଙ୍କୁ ଭାଇ ମଧ୍ୟ କରିଥିଲେ। ଏହି ଲିଙ୍କକୁ ଦେଖି ଡରୁଛି କି କମିଶନରେଟ୍ ପୋଲିସ୍?