Advertisment

ସ୍ୱାମୀ ବିଜେଡିରେ, ସ୍ତ୍ରୀ ଡିଲ୍‌ରେ

ଅର୍ଚ୍ଚନାଙ୍କୁ ବଳ ଦେଉଥିଲା କି ବିଜେଡି ଲିଙ୍କ? ସ୍ୱାମୀ ବିଜେଡିର ସଦସ୍ୟ ଥିବା ଯୋଗୁଁ ମିଳୁଥିଲା କି ସୁରକ୍ଷା? ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ବିଜେଡିର ନେତା ମନ୍ତ୍ରୀ। ଏପରିକି ଅର୍ଚ୍ଚନା କିଛି ବିଜେଡି ନେତାଙ୍କୁ ଭାଇ ମଧ୍ୟ କରିଥିଲେ। ଏହି ଲିଙ୍କକୁ ଦେଖି ଡରୁଛି କି କମିଶନରେଟ୍ ପୋଲିସ୍?

author-image
Debendra Prusty
ସ୍ୱାମୀ ବିଜେଡିରେ, ସ୍ତ୍ରୀ ଡିଲ୍‌ରେ

bjd link

ଅର୍ଚ୍ଚନାଙ୍କୁ ବଳ ଦେଉଥିଲା କି ବିଜେଡି ଲିଙ୍କ? ସ୍ୱାମୀ ବିଜେଡିର ସଦସ୍ୟ ଥିବା ଯୋଗୁଁ ମିଳୁଥିଲା କି ସୁରକ୍ଷା? ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ବିଜେଡିର ନେତା ମନ୍ତ୍ରୀ। ଏପରିକି ଅର୍ଚ୍ଚନା କିଛି ବିଜେଡି ନେତାଙ୍କୁ ଭାଇ ମଧ୍ୟ କରିଥିଲେ। ଏହି ଲିଙ୍କକୁ ଦେଖି ଡରୁଛି କି କମିଶନରେଟ୍ ପୋଲିସ୍?

Advertisment

Archana The Blackmailer Husband In Bjd Wife In Sex Deal