Advertisment

ମୁଁ ତା ସ୍ତ୍ରୀ, ଫଟୋ ଭାଇରାଲ କରିବ କହୁଛି

ଶୁଣିଲେ ତ? ଇଏ ବି ପ୍ରେମ କରିଥିଲେ। ବିଶ୍ୱାସର ସହ ଯାହାକୁ ଜୀବନସାଥୀ କରିବେ ବୋଲି ଭାବୁଥିଲେ ଆଜି ସେ କି ପାଉଣା ଦେଉଛି। ପ୍ରେମ କରି ପ୍ରତାରଣାର ଶିକାର ହୋଇଥିବାରୁ ନା ମନରେ ଆଉ ସେ ଉଲ୍ଲାସ ଅଛି ନା କାହାକୁ ବିଶ୍ୱାସ କରିବାର ସାହାସ? ବାସ୍ ନ୍ୟାୟ ଆଶାରେ ଅପେକ୍ଷାରତ।

author-image
Debendra Prusty
ମୁଁ ତା ସ୍ତ୍ରୀ, ଫଟୋ ଭାଇରାଲ କରିବ କହୁଛି

dhoka

ଶୁଣିଲେ ତ? ଇଏ ବି ପ୍ରେମ କରିଥିଲେ। ବିଶ୍ୱାସର ସହ ଯାହାକୁ ଜୀବନସାଥୀ କରିବେ ବୋଲି ଭାବୁଥିଲେ ଆଜି ସେ କି ପାଉଣା ଦେଉଛି। ପ୍ରେମ କରି ପ୍ରତାରଣାର ଶିକାର ହୋଇଥିବାରୁ ନା ମନରେ ଆଉ ସେ ଉଲ୍ଲାସ ଅଛି ନା କାହାକୁ ବିଶ୍ୱାସ କରିବାର ସାହାସ? ବାସ୍ ନ୍ୟାୟ ଆଶାରେ ଅପେକ୍ଷାରତ।

Advertisment

Viral Photo Love Sex Dhoka Beloved Betrayed