ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବାପାଇଁ ଭାରତ ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି। କିନ୍ତୁ ଅସଲରେ ଏହା କେତେ ମାତ୍ରାରେ ପ୍ରତିଫଳିତ ହେଉଛି ତାହା ସମସ୍ତଙ୍କୁ ଜଣା। କୌଣସି ମହିଳା ଯେବେ ସରପଞ୍ଚ ଭାବେ ନିର୍ବାଚିତ ହେଉଛନ୍ତି ଏହାକୁ ଏକ ସୁଯୋଗ ଭାବେ ବାଛି ନେଉଛନ୍ତି ତାଙ୍କ ସ୍ୱାମୀ କିମ୍ୱା ପୁରୁଷ ସମ୍ପର୍କୀୟ। ମହିଳାଙ୍କୁ ପଛକୁ ଠେଲି ଦେଇ ନିଜେ ସବୁ ଦାୟିତ୍ୱ ବୁଝିବା ସହ ବିଭିନ୍ନ ସରକାରୀ ବୈଠକରେ ମଧ୍ୟ ନିଜେ ଯୋଗ ଦେଉଛନ୍ତି। ଏଥିରେ ୟୁପିର ଗୋଟିଏ ଗାଁର ପ୍ରଧାନ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ସରପଞ୍ଚଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଘଟଣାକୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଜାବ ସରକାର।
https://youtu.be/QOGJovOOovM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ
ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ହୋଇଥିଲେ ସମ୍ମାନୀତ। ଜାକିର ହୁସେନଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ବୟସ ହୋଇଥିଲା।
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Crime
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରିଦେଲା ଭିଣୋଇ
ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତିନି ଖଣ୍ଡ କରି କାଟି ଦେଲା ଅଭିଯୁକ୍ତ ଭିଣୋଇ ଅତିଉର ରେହମାନ ଲସ୍କର। ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିବାର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି ପୁଲିସ।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
National
କାଳକାଜିରୁ ଆତିଶୀ ଓ ନୂଆ ଦିଲ୍ଲୀରୁ ଭାଗ୍ୟ ପରୀକ୍ଷା କରିବେ କେଜ୍ରିଓ୍ୱାଲ୍
ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ ଜୋରସୋର୍ରେ ଚାଲିଛି ପ୍ରସ୍ତୁତି।