/odisha-reporter/media/post_attachments/uploads/2022/09/aap-1.jpg)
aap
ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବାପାଇଁ ଭାରତ ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି। କିନ୍ତୁ ଅସଲରେ ଏହା କେତେ ମାତ୍ରାରେ ପ୍ରତିଫଳିତ ହେଉଛି ତାହା ସମସ୍ତଙ୍କୁ ଜଣା। କୌଣସି ମହିଳା ଯେବେ ସରପଞ୍ଚ ଭାବେ ନିର୍ବାଚିତ ହେଉଛନ୍ତି ଏହାକୁ ଏକ ସୁଯୋଗ ଭାବେ ବାଛି ନେଉଛନ୍ତି ତାଙ୍କ ସ୍ୱାମୀ କିମ୍ୱା ପୁରୁଷ ସମ୍ପର୍କୀୟ। ମହିଳାଙ୍କୁ ପଛକୁ ଠେଲି ଦେଇ ନିଜେ ସବୁ ଦାୟିତ୍ୱ ବୁଝିବା ସହ ବିଭିନ୍ନ ସରକାରୀ ବୈଠକରେ ମଧ୍ୟ ନିଜେ ଯୋଗ ଦେଉଛନ୍ତି। ଏଥିରେ ୟୁପିର ଗୋଟିଏ ଗାଁର ପ୍ରଧାନ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ସରପଞ୍ଚଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଘଟଣାକୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଞ୍ଜାବ ସରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
