/odisha-reporter/media/post_attachments/uploads/2022/12/ministry.jpg)
ministry
ଚର୍ଚ୍ଚା ହେଉଛି ଏବେ ସୁଶାନ୍ତ ମାଗୁଛନ୍ତି ମନ୍ତ୍ରୀ ପଦ। କୁଆଡ଼େ କହୁଛନ୍ତି ପଦ୍ମପୁରରେ ବର୍ଷାଙ୍କୁ ଜିତାଇଲି ଏବେ ମନ୍ତ୍ରୀ କର ବୋଲି। ରୀତା ସାହୁଙ୍କୁ ହଟାଇ ବରଗଡ଼ ଜିଲ୍ଲାରୁ ତାଙ୍କୁ ମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। ତେବେ ପଦ୍ମପୁର ପୁରସ୍କାର ପାଇଁ ଅଦଳବଦଳ ହେବ କି ମନ୍ତ୍ରିମଣ୍ଡଳ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
