‘ମୋର ଇଚ୍ଛା ଥିଲା ଦ୍ରୌପଦୀଙ୍କୁ ଭୋଟ ଦେବାକୁ’

ମୋର ଇଚ୍ଛା ଥିଲା ଦ୍ରୌପଦୀଙ୍କୁ ଭୋଟ ଦେବାକୁ, କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ତେବେ ପ୍ରତିକ୍ରିୟା ଦେବାକୁ ଯାଇ ଆଉ କଣ କହୁଛନ୍ତି ଶୁଣନ୍ତୁ।