Advertisment

ଯଦି ଜାଣିଥିଲେ ଏମିତି କାହିଁକି କଲେ?

ଧାମନଗର ନିର୍ବାଚନ ପରେ ନବୀନଙ୍କ ବୟାନ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନବୀନ କହିଲେ ଆମେ ଆଶା କରିଥିଲୁ ବିଜେପି ଜିତିବ। ତେବେ ପ୍ରଶ୍ନ ଉଠୁଛି ଯଦି ଦଳ ଏଭଳି ଆଶା କରିଥିଲା ତେବେ ମହାରାଷ୍ଟ୍ର ଫର୍ମୁଲା ଆପଣାଇ ପାରିଥାନ୍ତା। କୌଣସି ପ୍ରାର୍ଥୀ ନ ଦେଇ ସୂରଜଙ୍କୁ ଜିତାଇପାରିଥାନ୍ତେ।

ଯଦି ଜାଣିଥିଲେ ଏମିତି କାହିଁକି କଲେ?

naveen knew

Advertisment

ଧାମନଗର ନିର୍ବାଚନ ପରେ ନବୀନଙ୍କ ବୟାନ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନବୀନ କହିଲେ ଆମେ ଆଶା କରିଥିଲୁ ବିଜେପି ଜିତିବ। ତେବେ ପ୍ରଶ୍ନ ଉଠୁଛି ଯଦି ଦଳ ଏଭଳି ଆଶା କରିଥିଲା ତେବେ ମହାରାଷ୍ଟ୍ର ଫର୍ମୁଲା ଆପଣାଇ ପାରିଥାନ୍ତା। କୌଣସି ପ୍ରାର୍ଥୀ ନ ଦେଇ ସୂରଜଙ୍କୁ ଜିତାଇପାରିଥାନ୍ତେ।

Advertisment

Naveen Patnaik BjD Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe