‘ରାଗିଂ ବିଷୟରେ ମା’କୁ କହିଥିଲେ ଝିଅ ବଞ୍ଚିଥାନ୍ତା’

ରାଗିଂ ହେଲେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣେଇବାର ଥିଲା। ଝିଅ ଯଦି ମା’ଙ୍କୁ ଜଣାଇଥାନ୍ତା ତାହା ହେଲେ ଆଜି ବଞ୍ଚିଯାଇଥାନ୍ତା।