upasana
Advertisment
ବିଜେପି ନେତ୍ରୀ ଉପାସନା ମହାପାତ୍ର ଏବେ ଫୋକସ କରୁଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ତଳି ଉପରେ। ଆଶା ରଖିଛନ୍ତି ୨୦୨୪ରେ ସେ ଟିକେଟ ନେବା ପାଇଁ ଏହି ଆସନରୁ। ଏବେ ବିଧାୟକ ଅଛନ୍ତି ତାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଚର୍ଚ୍ଚା ହେଉଛି ବିଜେଡି ନେତା ସଞ୍ଜୟ ଦାସ ବର୍ମା ବିଜେପିକୁ ଯାଇ ପାରନ୍ତି ଏବଂ ଉପାସନା ବିଜେଡିକୁ ଆସିପାରନ୍ତି ବୋଲି। ଯଦି ଏମିତି ହୁଏ ବ୍ରହ୍ମଗିରିର ରାଜନୈତିକ ସମୀକରଣ କଣ ହେବ ତାକୁ ନେଇ ଆମ ସହିତ ଆଲୋଚନା କରିଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/upasana.jpg)