‘ଦରକାର ପଡ଼ିଲେ ମାଡ଼ପିଟ୍ ହେବ’

ରାଜନୀତିକ ରଣନୀତିକୁ ନେଇ ବିଜେପି ନେତା ଜୁଏଲ ଓରାମଙ୍କ ପ୍ରତିକ୍ରିୟା। ବିଜେପି ନିର୍ବାଚନ ସଠିକ ଢଙ୍ଗରେ ଲଢ଼ିବ। ଯଦି ମାରପିଟର ଆବଶ୍ୟକତା ପଡ଼ିବ ତାହାଲେ ତାହା ମଧ୍ୟ ହେବ ବୋଲି କହିଛନ୍ତି।