Advertisment

ସରପଞ୍ଚ କହିଲେ, ବିଧାୟକଙ୍କୁ ହେବ ଅଣ୍ଡା ମାଡ଼

ବିଧାୟକ ଦେବୀ ମିଶ୍ର ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ। ଲୋକେ ପ୍ରଶ୍ନ କଲେ, ସରପଞ୍ଚଙ୍କ ବିନା ମନ୍ତ୍ରୀ ଓ ବିଧାୟକ କେମିତି କଲେ ଶିଳାନ୍ୟାସ? ଫଳକରେ ନାହିଁ ସରପଞ୍ଚ ଓ ସମିତିସଭ୍ୟଙ୍କ ନାଁ। ସରପଞ୍ଚ କହିଲେ, ଆଗାମୀ ଦିନରେ ବିଧାୟକଙ୍କୁ ଅଣ୍ଡାମାଡ଼ ହେବ।

author-image
Debendra Prusty
ସରପଞ୍ଚ କହିଲେ, ବିଧାୟକଙ୍କୁ ହେବ ଅଣ୍ଡା ମାଡ଼

egg throw

ବିଧାୟକ ଦେବୀ ମିଶ୍ର ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ। ଲୋକେ ପ୍ରଶ୍ନ କଲେ, ସରପଞ୍ଚଙ୍କ ବିନା ମନ୍ତ୍ରୀ ଓ ବିଧାୟକ କେମିତି କଲେ ଶିଳାନ୍ୟାସ? ଫଳକରେ ନାହିଁ ସରପଞ୍ଚ ଓ ସମିତିସଭ୍ୟଙ୍କ ନାଁ। ସରପଞ୍ଚ କହିଲେ, ଆଗାମୀ ଦିନରେ ବିଧାୟକଙ୍କୁ ଅଣ୍ଡାମାଡ଼ ହେବ।

Advertisment

Atanu Sabyasachi Egg Attack Egg Throw