panigrahi
Advertisment
ମୋତେ ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ମରିଯିବି ପଛେ ଅନୁରୋଧ କରିବି ନାହିଁ। ଯଦି ମାରି ଦେବେ ମାରି ଦିଅନ୍ତୁ। ରାଜ୍ୟରେ ଆଇନଶୃଙ୍ଖଳା ଧ୍ୱସ୍ତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହମନ୍ତ୍ରୀ ହୋଇଥିବାରୁ। ଏମିତି କଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/panigrahi.jpg)