Advertisment

ଗାଡ଼ିରୁ ତେଲ ସରିଲେ କଟିବ ଚାଲାଣ!

ଗାଡ଼ି ଚଳାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ। ଏଣିକି ଗାଡ଼ିରେ ତେଲ ନଥିଲେ ବି କଟିବ ଚାଲାଣ? ଏମିତି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲମେଟ ପିନ୍ଧି ନଥିଲେ, କିମ୍ୱା ଟ୍ରାଫିକ ନିୟମ ଅବମାନନା କଲେ ଚାଲାଣ କଟିଥିବାର ଆପଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି ଗାଡ଼ିରେ ତେଲ ନଥିବାରୁ ଚାଲାଣ କଟିବ ବୋଲି?

author-image
Debendra Prusty
ଗାଡ଼ିରୁ ତେଲ ସରିଲେ କଟିବ ଚାଲାଣ!

gadi

ଗାଡ଼ି ଚଳାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ। ଏଣିକି ଗାଡ଼ିରେ ତେଲ ନଥିଲେ ବି କଟିବ ଚାଲାଣ? ଏମିତି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲମେଟ ପିନ୍ଧି ନଥିଲେ, କିମ୍ୱା ଟ୍ରାଫିକ ନିୟମ ଅବମାନନା କଲେ ଚାଲାଣ କଟିଥିବାର ଆପଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି ଗାଡ଼ିରେ ତେଲ ନଥିବାରୁ ଚାଲାଣ କଟିବ ବୋଲି?

Advertisment

Vehicle Challan Fuel Challan Challan Rules