ପାନେ ଦେଲେ ଗାଁ ଲୋକେ

ଆନନ୍ଦପୁର ଉପଖଣ୍ଡ ହାଟଡିହି ବୈତରଣୀ ନଦୀର ତରଭା ଘାଟଠାରୁ ମାଫିଆମାନେ ନିୟମିତ ଟ୍ରାକ୍ଟର ଯୋଗେ ବାଲି ଚୋରି କରି ଗାଁ ରାସ୍ତା ଦେଇ ଚାଲାଣ କରୁଥିବା ବେଳେ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଗାଁ ଲୋକେ ଏହାକୁ ବିରୋଧ କରିବାରୁ ଅନେକ ସମୟରେ ମାଫିଆମାନେ ନାଲିଆଖି ଦେଖାଇ ଗାଁଲୋକଙ୍କୁ ଭୟଭୀତ କରୁଥିଲେ। ତେବେ ଶେଷରେ ଗାଁଲୋକେ ମିଳିତ ହୋଇ ନଦୀ ବନ୍ଧଠାରେ ବାଲି ଗାଡ଼ି ଯାତାୟତ ରାସ୍ତାକୁ ବାଡ଼ ବୁଜିଦେବାରୁ ବାଲି ମାଫିଆ ଏବଂ […]

sand mafia

sand mafia

Debendra Prusty
  • Published: Monday, 26 September 2022
  • Updated: 26 September 2022, 12:42 PM IST

ଆନନ୍ଦପୁର ଉପଖଣ୍ଡ ହାଟଡିହି ବୈତରଣୀ ନଦୀର ତରଭା ଘାଟଠାରୁ ମାଫିଆମାନେ ନିୟମିତ ଟ୍ରାକ୍ଟର ଯୋଗେ ବାଲି ଚୋରି କରି ଗାଁ ରାସ୍ତା ଦେଇ ଚାଲାଣ କରୁଥିବା ବେଳେ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଗାଁ ଲୋକେ ଏହାକୁ ବିରୋଧ କରିବାରୁ ଅନେକ ସମୟରେ ମାଫିଆମାନେ ନାଲିଆଖି ଦେଖାଇ ଗାଁଲୋକଙ୍କୁ ଭୟଭୀତ କରୁଥିଲେ। ତେବେ ଶେଷରେ ଗାଁଲୋକେ ମିଳିତ ହୋଇ ନଦୀ ବନ୍ଧଠାରେ ବାଲି ଗାଡ଼ି ଯାତାୟତ ରାସ୍ତାକୁ ବାଡ଼ ବୁଜିଦେବାରୁ ବାଲି ମାଫିଆ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

https://youtu.be/9imjprIfMQs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story