ଅଦ୍ୟତନ ହୋଇଛି
sand mafia
Advertisment
ଆନନ୍ଦପୁର ଉପଖଣ୍ଡ ହାଟଡିହି ବୈତରଣୀ ନଦୀର ତରଭା ଘାଟଠାରୁ ମାଫିଆମାନେ ନିୟମିତ ଟ୍ରାକ୍ଟର ଯୋଗେ ବାଲି ଚୋରି କରି ଗାଁ ରାସ୍ତା ଦେଇ ଚାଲାଣ କରୁଥିବା ବେଳେ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଗାଁ ଲୋକେ ଏହାକୁ ବିରୋଧ କରିବାରୁ ଅନେକ ସମୟରେ ମାଫିଆମାନେ ନାଲିଆଖି ଦେଖାଇ ଗାଁଲୋକଙ୍କୁ ଭୟଭୀତ କରୁଥିଲେ। ତେବେ ଶେଷରେ ଗାଁଲୋକେ ମିଳିତ ହୋଇ ନଦୀ ବନ୍ଧଠାରେ ବାଲି ଗାଡ଼ି ଯାତାୟତ ରାସ୍ତାକୁ ବାଡ଼ ବୁଜିଦେବାରୁ ବାଲି ମାଫିଆ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/sand-mafia.jpg)