ଅଦ୍ୟତନ ହୋଇଛି
bali th up
Advertisment
ଭୁବନେଶ୍ୱର ଉପକଣ୍ଠରେ ବେଧଡ଼କ ବାଲି ବେପାର ଚାଲିଛି। ଏବେ ନଦୀଗୁଡ଼ିକରେ ବନ୍ୟା ଆସିବା କାରଣରୁ ତାହା ବନ୍ଦ ରହିଛି। ମାତ୍ର ପାଣି ଟିକିଏ କମିବା ପରେ ବାଲି ମାଫିଆ ପୁଣି ସକ୍ରୀୟ ହୋଇଯିବେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/bali-th-up-1.jpg)