Advertisment

ଅସହାୟ ବିଧାୟକ, ଅହଂକାରୀ ସରକାର!

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାଆ ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ। କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସାମ୍ନାରେ ରଖି ଦୁଃଖ ପ୍ରକାଶ କରିବା ପରେ ଏଭଳି କହିଛନ୍ତି ଭାଗିରଥି।

author-image
Debendra Prusty
ଅଦ୍ୟତନ ହୋଇଛି
ଅସହାୟ ବିଧାୟକ, ଅହଂକାରୀ ସରକାର!

asahaya

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାଆ ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ। କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସାମ୍ନାରେ ରଖି ଦୁଃଖ ପ୍ରକାଶ କରିବା ପରେ ଏଭଳି କହିଛନ୍ତି ଭାଗିରଥି।

Advertisment

Helpless Mla Arrogant Government