Advertisment

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଏଥରର ଖାସ କଥା

ବିଜୁ ଜନତା ଦଳ ମା’କୁ ସମ୍ମାନର କଥା କହୁଛି କିନ୍ତୁ ଏହାର ନେତା ମନ୍ତ୍ରୀ ଦେହ ବେପାରରେ ଲିପ୍ତ ରହୁଛନ୍ତି , ଶାସନ ମୁଖ୍ୟଙ୍କୁ ଯଦି ଟିକିଏ ଲଜ୍ଜ୍ୟା ଥାଆନ୍ତା ତାହେଲେ ସେ କେବେଠାରୁ ଦିବ୍ୟଶଙ୍କରଙ୍କୁ ବିଦା କରିସାରନ୍ତେଣି , ଯେପର୍ଯ୍ୟନ୍ତ ମନ୍ତ୍ରୀ ବିଦା ନହୋଇଛନ୍ତି ବିରୋଧୀ ଆନ୍ଦୋଳନ ଜାରି ରଖିବେ , ଶୁଣନ୍ତୁ ଆଉ କ’ଣ କହୁଛନ୍ତି ଖାସ କଥାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

author-image
Manasi Mohapatra
ଅଦ୍ୟତନ ହୋଇଛି
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଏଥରର ଖାସ କଥା

hqdefault (6) (1)

ବିଜୁ ଜନତା ଦଳ ମା'କୁ ସମ୍ମାନର କଥା କହୁଛି କିନ୍ତୁ ଏହାର ନେତା ମନ୍ତ୍ରୀ ଦେହ ବେପାରରେ ଲିପ୍ତ ରହୁଛନ୍ତି , ଶାସନ ମୁଖ୍ୟଙ୍କୁ ଯଦି ଟିକିଏ ଲଜ୍ଜ୍ୟା ଥାଆନ୍ତା ତାହେଲେ ସେ କେବେଠାରୁ ଦିବ୍ୟଶଙ୍କରଙ୍କୁ ବିଦା କରିସାରନ୍ତେଣି , ଯେପର୍ଯ୍ୟନ୍ତ ମନ୍ତ୍ରୀ ବିଦା ନହୋଇଛନ୍ତି ବିରୋଧୀ ଆନ୍ଦୋଳନ ଜାରି ରଖିବେ , ଶୁଣନ୍ତୁ ଆଉ କ'ଣ କହୁଛନ୍ତି ଖାସ କଥାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

Advertisment

Santosh Singh Saluja Khash Katha Congress Mla Odisha Odisha Reporter